ଆସନ୍ତା ବୁଧବାର ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ପରେଡ୍ , ଏଥିପାଇଁ ଆଜି ଅନୁଷ୍ଠିତ ହୋଇଛି ଫୁଲ ଡ୍ରେସ ରିହରସାଲ୍। ଡିଜିପି ସୁନୀଲ୍ ବଂଶଲ ଉପସ୍ଥିତ ରହି ଏହାକୁ ନିରୀକ୍ଷଣ କରିଥିଲେ।

Leave a Reply

Your email address will not be published. Required fields are marked *