୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କୋରାପୁଟ ଦଶମନ୍ତପୁର ଥାନାର ମହିଳା ASI ଦୀପିକା ହୀରା | ଏକ ମାମଲାକୁ ରଫାଦଫା କରିବାକୁ ଲାଞ୍ଚ ନେଉଥିବା ଅଭିଯୋଗ ।

Leave a Reply

Your email address will not be published. Required fields are marked *