

- କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏବର୍ଷ ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ
- ଫେବ୍ରୁଆରି ୧ରୁ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର | ସ୍ବର୍ଗଦ୍ବାରରେ ସବୁ ଜିଲ୍ଲାର ଲୋକମାନଙ୍କ ଅନ୍ତିମକ୍ରିୟା କରିହେବ । କୋଭିଡ୍ରେ ମୃତ୍ୟୁ ହୋଇ ନ ଥିଲେ କରିହେବ ଶେଷକୃତ୍ୟ ।