

- ବାତ୍ୟା ଆଶଙ୍କାରେ ୩ ଓ ୪ ତାରିଖ ପାଇଁ ୯୫ଟି ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ବାତିଲ କଲା ପୂର୍ବତଟ ରେଳବାଇ
- ପୁରୀ ଜିଲ୍ଲା ବେତାଲ RI ସର୍କଲର ରାଜସ୍ବ ନିରୀକ୍ଷକ ମନୋଜ ପରିଡ଼ା ବହିଷ୍କୃତ | ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ ବହିଷ୍କାର କଲେ ସରକାର | ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କଲେ ସରକାର | ବଲାଙ୍ଗିରର ପୂର୍ବତନ ଅତିରିକ୍ତ SP ଶ୍ରୀକାନ୍ତ ମିଶ୍ରଙ୍କ ପେନସନ ବନ୍ଦ