ନିଶା ବେପାରୀ ଅନୀଲ ପାଣ୍ଡିକୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କଲା STF

ଅନୀଲ ପାଣ୍ଡିକୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କଲା STF । ଅନୀଲ ବିଷୟରେ ଖବର ଦେଲେ ମିଳିବ ପୁରସ୍କାର । ଅନୀଲ ସମ୍ପର୍କରେ ଖବର ଦେବାକୁ ନମ୍ବର ଜାରି କଲା STF । ଖବର ଦେଇଥିବା ଲୋକଙ୍କ ନାଁ ଗୋପନ ରହିବ

Leave a Reply

Your email address will not be published. Required fields are marked *