ଆଜି ଝାରସୁଗୁଡ଼ାରେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

ଆଜି ନବ ଦାସଙ୍କ ଦ୍ୱାଦଶାହ ତିଥି। ନବଙ୍କ ସ୍ମୃତିସଭାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ସରବାହାଲଠାରେ ଚାଲିଥିବା ସ୍ମୃତିସଭାରେ ପହଞ୍ଚିଲେ, ନବଙ୍କ ପତ୍ନୀ, ପୁଅ, ଝିଅଙ୍କ ସହ କଥା ହୋଇ ସମବେଦନା ଜଣାଇଲେ। ଏହି ସଭାରେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳନେତା, ସାଂସଦମାନେ ଯୋଗଦେଇଛନ୍ତି।

Leave a Reply

Your email address will not be published. Required fields are marked *