ପୌର ନିର୍ବାଚନ ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ନିର୍ବାଚନ କମିଶନରଙ୍କ ସୂଚନା | ମୋଟ ୪୦ ଲକ୍ଷ ୫୫ ହଜାର ୫୩ ଜଣ ଭୋଟର୍ ଭୋଟ୍ ଦେବେ । ପ୍ରତିଟି ବୁଥରେ ରହିବ ୨ଟି ଏଭିଏମ । ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ ଯାଏଁ ମତଦାନ । ଭୋଟ୍ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ | BMCରେ ୩୦, CMC ୨୦ ଓ BeMCରେ ୧୦ ପ୍ଲାଟୁନ୍‌ ଫୋର୍ସ ରହିବେ |

Leave a Reply

Your email address will not be published. Required fields are marked *