- କଣ୍ଟାବାଞ୍ଜି: ଡାବରା ଗାଁ ବିଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାସ | ସାମାନ୍ୟ ବଚସାରୁ ସାଥୀ ଶ୍ରମିକଙ୍କୁ ହତ୍ୟା କରି ବିଲରେ ପୋତି ଦେଇଥିଲେ | ହତ୍ୟା ମାମଲାରେ ଝାଡ଼ଖଣ୍ଡର ରାଞ୍ଚିରୁ ୩ ଜଣ ଗିରଫ | ପ୍ରେସ୍ମିଟ୍ରେ ସୂଚନା ଦେଲେ SDPO ହୃଷିକେଶ ମେହେର |
- ଜେଲରେ ଥିବା ମାନସିକ ଅସୁସ୍ଥ ଅନ୍ତେବାସୀଙ୍କ ହେବ ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରୀକ୍ଷା | ଜେଲ ସଂସ୍କାର ମାମଲା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ | ସମସ୍ତ ବ୍ୟବସ୍ଥା କରିବ ରାଜ୍ୟ ଆଇନ ସେବା ପ୍ରାଧିକରଣ | ସରକାରୀ ଡାକ୍ତର ଅଭାବ ଥିଲେ ଘରୋଇ ଡାକ୍ତର ନେଇ ଚିକିତ୍ସା କରିବାକୁ ନିର୍ଦ୍ଦେଶ | ଜୁନ ୨୨ରେ ଅଛି ମାମଲାର ପରବର୍ତ୍ତୀ ଶୁଣାଣି |