ଭୁବନେଶ୍ବର ନୟାପଲ୍ଲୀ ବ୍ରିଟ୍ କଲୋନୀରେ କାର ଉପରକୁ ପେଟ୍ରୋଲ ବମ୍ ମାଡ଼, ବୋତଲରେ ପେଟ୍ରୋଲ ପୁରେଇ ନିଆଁ ଲଗାଇ କାର୍‌କୁ ଫିଙ୍ଗିଲା ଦୁର୍ବୃତ୍ତ, ପେଟ୍ରୋଲ ବୋମାରେ ଗାଡ଼ିର କିଛି ଅଂଶ ନଷ୍ଟ ହୋଇଯାଇଛି, ନୟାପଲ୍ଲୀ ଥାନା ପୋଲିସର ତଦନ୍ତ ଜାରି

Leave a Reply

Your email address will not be published. Required fields are marked *