ଜେଲରେ ଥିବା ମାନସିକ ଅସୁସ୍ଥ ଅନ୍ତେବାସୀଙ୍କ ହେବ ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରୀକ୍ଷା | ଜେଲ ସଂସ୍କାର ମାମଲା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ | ସମସ୍ତ ବ୍ୟବସ୍ଥା କରିବ ରାଜ୍ୟ ଆଇନ ସେବା ପ୍ରାଧିକରଣ | ସରକାରୀ ଡାକ୍ତର ଅଭାବ ଥିଲେ ଘରୋଇ ଡାକ୍ତର ନେଇ ଚିକିତ୍ସା କରିବାକୁ ନିର୍ଦ୍ଦେଶ | ଜୁନ ୨୨ରେ ଅଛି ମାମଲାର ପରବର୍ତ୍ତୀ ଶୁଣାଣି |

Leave a Reply

Your email address will not be published. Required fields are marked *