![](https://timesofodisha.com/wp-content/uploads/2021/11/WhatsApp-Image-2021-11-14-at-11.21.50-AM.jpeg)
![](https://timesofodisha.com/wp-content/uploads/2021/11/WhatsApp-Image-2021-11-14-at-11.21.50-AM.jpeg)
- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ବିଚ୍ ରାସ୍ତାରେ ବୁଲିଲା ମାରଣାସ୍ତ୍ର, ସହରରେ ଦୋକାନ କରିଥିବା ଜଣେ କମ୍ପ୍ୟୁଟର ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅନ୍ୟ ଜଣେ ଯୁବକ, ନିଜ ସ୍ତ୍ରୀଙ୍କ ଉପରେ ସନ୍ଦେହ ଘଟଣାକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି, ପୁଲିସ୍ ଆକ୍ରମଣକାରୀଙ୍କୁ ଅଟକ ରଖିଛି
- ଅନୁଭବରେ ହିଁ ଥାଏ ଲେଖାର ଗୁଣାତ୍ମକ ଉପାଦାନ : ଡ଼.ବାସନ୍ତୀ ମହାନ୍ତି