

- ଭଦ୍ରକ ଆଗରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାଡିଗଲା ଆମ୍ବୁଲାନ୍ସ ଗାଡି ; ଜଣେ ମୃତ, ୮ ଆହତ
- ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ୨୫ ବର୍ଷ । ୧୯୯୭ ଜୁନ୍ ୧ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ନବୀନ | ଲୋକଙ୍କ ସେବାରେ ୨୫ ବର୍ଷ ଧରି ଥିବାରୁ ବିଜେଡି କ୍ୟାମ୍ପରେ ଉତ୍ସାହ । ରାଜନୀତିରେ ପାଦ ଥାପିବା ପରେ କେବେ ଦେଖିନାହାନ୍ତି ପରାଜୟ | ଆଜିର ଦିନରେ ପ୍ରଥମେ ସାଂସଦ ହୋଇଥିଲେ |