ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ୨୫ ବର୍ଷ । ୧୯୯୭ ଜୁନ୍ ୧ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ନବୀନ | ଲୋକଙ୍କ ସେବାରେ ୨୫ ବର୍ଷ ଧରି ଥିବାରୁ ବିଜେଡି କ୍ୟାମ୍ପରେ ଉତ୍ସାହ । ରାଜନୀତିରେ ପାଦ ଥାପିବା ପରେ କେବେ ଦେଖିନାହାନ୍ତି ପରାଜୟ | ଆଜିର ଦିନରେ ପ୍ରଥମେ ସାଂସଦ ହୋଇଥିଲେ |

Leave a Reply

Your email address will not be published. Required fields are marked *