

- ଆଜିଠୁ ଆରମ୍ଭ ହେବାକୁ ଥିବା ଡାକ୍ତରୀ ନାମଲେଖା ପ୍ରକ୍ରିୟା ସ୍ଥଗିତ | MBBS ଓ BDS ନାମଲେଖା ପାଇଁ କାଉନସେଲିଂକୁ ସ୍ଥଗିତ ରଖିଲା OJEE | ପରବର୍ତ୍ତୀ ବିଜ୍ଞପ୍ତି ଯାଏ ପଞ୍ଜୀକରଣକୁ ଘୁଞ୍ଚାଇଲେ OJEE ଅଧ୍ୟକ୍ଷ
- ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍ | ଗୃହରେ ବିଲ୍ ଆଗତ କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ । ଅଧିବେଶନର ପ୍ରଥମ ଦିନରେ ବିଲ୍ ଆଣିବାକୁ କଥା ଦେଇଥିଲେ ସରକାର ।