କେନ୍ଦୁଝର ବାଂଶପାଣି ରେଳ ଷ୍ଟେସନରେ ଉତ୍ତେଜନା ଓ ଭଙ୍ଗାରୁଜା ଘଟଣା, ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନର ବରିଷ୍ଠ ଅଧିକାରୀଙ୍କ ଯାଞ୍ଚ, ଜଣଙ୍କୁ RPF ଯବାନ ପିଟି ମାରିଥିବା ଅଭିଯୋଗରେ ଉତ୍ତେଜନା ହୋଇଥିଲା, ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ RPF ଯବାନ ଗୁରୁତର ହୋଇଛନ୍ତି

Leave a Reply

Your email address will not be published. Required fields are marked *