ଆଜି ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିବ ଇଣ୍ଡିଗୋ ବିମାନ

ଆଜି ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିବ ଇଣ୍ଡିଗୋ ବିମାନ | ଇଣ୍ଡିଗୋ ପକ୍ଷରୁ ଝାରସୁଗୁଡ଼ାରୁ କୋଲକାତାକୁ ବିମାନ ସେବା | ସନ୍ଧ୍ୟା ୫ଟା ୫୦ରେ କୋଲକାତାରୁ ବାହାରିବ ବିମାନ | ୭ଟା ୨୫ରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବ | ପୁଣି ରାତି ୯ଟା ୨୦ରେ କୋଲକାତା ପାଇଁ ବାହାରିବ ବିମାନ |

Leave a Reply

Your email address will not be published. Required fields are marked *