ଢେଙ୍କାନାଳ ବଣସିଂହ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ୩୦ରୁ ଅଧିକ ଆହତ, ୪ଗୁରୁତର, ଗୁରୁତରଙ୍କ ମଧ୍ୟରେ ୭ବର୍ଷର ଶିଶୁ ଥିବା ସୂଚନା । ସମସ୍ତ ଗୁରୁତର ଢେଙ୍କାନାଳ ଚିକିତ୍ସାଳୟକୁ ସ୍ଥାନାନ୍ତର । ଢେଙ୍କାନାଳରୁ ବଣସିଂହ ଅଭିମୁଖେ ଯାଉଥିଲା ବସ୍‌ । ବସରେ ୪୫ରୁ ଅଧିକ ଯାତ୍ରୀ ଥିଲେ |

Leave a Reply

Your email address will not be published. Required fields are marked *