ଓଡ଼ିଶାରେ ଚାଷୀଙ୍କ ରୋଜଗାର ୫,୧୧୨ ଟଙ୍କା ; ଲୋକସଭାରେ ତଥ୍ୟ ରଖିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର

ଓଡ଼ିଶାରେ ଚାଷୀଙ୍କ ରୋଜଗାର ୫,୧୧୨ ଟଙ୍କା ; ଲୋକସଭାରେ ତଥ୍ୟ ରଖିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର
ଦେଶରେ ଚାଷୀଙ୍କ ମାସିକ ଆୟ ନେଇ ଲୋକସଭାରେ ତଥ୍ୟ ରଖିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର
ଦେଶରେ ଚାଷୀଙ୍କ ହାରାହାରି ମାସିକ ଆୟ ୧୦,୨୧୮ ଟଙ୍କା
ମେଘାଳୟରେ ଚାଷୀଙ୍କ ମାସିକ ଆୟ ସର୍ବାଧିକ ୨୯,୩୪୮ ଟଙ୍କା
ପଞ୍ଜାବରେ ଚାଷୀଙ୍କ ମାସିକ ଆୟ ୨୬,୭୦୧ ଟଙ୍କା
ହରିୟାଣାରେ ଚାଷୀଙ୍କ ମାସିକ ଆୟ ୨୨, ୮୪୧ ଟଙ୍କା । ଝାଡ଼ଖଣ୍ଡରେ ସର୍ବନିମ୍ନ ଚାଷୀଙ୍କ ମାସିକ ଆୟ ୪,୮୯୫ ଟଙ୍କା
ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ହେଉଛି ୫,୧୧୨ ଟଙ୍କା ।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିଲା ସର୍ଭେ: କୃଷି ମନ୍ତ୍ରୀ

Leave a Reply

Your email address will not be published. Required fields are marked *