ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ମଇଦାନରେ ୧୨ ମେୟର ପ୍ରାର୍ଥୀ | ପୌର ନିର୍ବାଚନ ଲଢ଼େଇରେ ଅଛନ୍ତି ୨୮୯ ଜଣ କର୍ପୋରେଟର ପ୍ରାର୍ଥୀ | ଆଜି ସୁଦ୍ଧା ମୋଟ ୫୨ ଜଣ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି | ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ସୂଚନା

Leave a Reply

Your email address will not be published. Required fields are marked *