ବିଜେଡିର ଯୋଗଦେଲେ ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା, ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଏବଂ ଶତାଧିକ ସମର୍ଥକଙ୍କ ସହ ଯୋଗଦେଲେ କୈଳାସ, ୨୦୧୪ରୁ ୨୦୧୯ ଯାଏ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ, ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାର୍ଥୀଙ୍କଠୁ ହାରିଥିଲେ

Leave a Reply

Your email address will not be published. Required fields are marked *