- MSP ଉପରେ ପ୍ୟାନେଲ ଗଠନ ପାଇଁ ଚାଷୀଙ୍କୁ ଡାକିଲେ କେନ୍ଦ୍ର ସରକାର । ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ୫ ଜଣଙ୍କ ନାଁ ମାଗିଲେ । ଡିସେମ୍ବର ୪ ବୈଠକରେ ୫ ଜଣଙ୍କ ନାଁ ସ୍ଥିର ହେବ, ସୂଚନା ଦେଲେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ଦର୍ଶନ ପାଲ । ସମ୍ବାଦ ସରବରାହ ସଂସ୍ଥା PTI ପକ୍ଷରୁ ସୂଚନା
- ସମ୍ବାଦପତ୍ର ହକର୍ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘେଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଜାଣନ୍ତୁ କଣ ମିଳିବ ସୁବିଧା