MSP ଉପରେ ପ୍ୟାନେଲ ଗଠନ ପାଇଁ ଚାଷୀଙ୍କୁ ଡାକିଲେ କେନ୍ଦ୍ର ସରକାର । ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ୫ ଜଣଙ୍କ ନାଁ ମାଗିଲେ । ଡିସେମ୍ବର ୪ ବୈଠକରେ ୫ ଜଣଙ୍କ ନାଁ ସ୍ଥିର ହେବ, ସୂଚନା ଦେଲେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ଦର୍ଶନ ପାଲ । ସମ୍ବାଦ ସରବରାହ ସଂସ୍ଥା PTI ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *