News ଆସନ୍ତାକାଲିଠାରୁ କୁମ୍ଭୀର ଗଣନା ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା January 7, 2026January 7, 2026 Jayaprada samantaray 0 Comments କେନ୍ଦ୍ରାପଡ଼ା: ଆସନ୍ତାକାଲିଠାରୁ ଭିତରକନିକା ବନ୍ଦ | କୁମ୍ଭୀର ଗଣନା ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା | ୮ରୁ ୧୦ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ |ଭିତରକନିକା ନଦୀ ନାଳରେ ଆରମ୍ଭ ହେବ କୁମ୍ଭୀର ଗଣନା |