Fast News ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଇଁ ବୈଠକ February 25, 2025February 25, 2025 Sai Sudha 0 Comments ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଇଁ ବୈଠକ | ରାଜ୍ୟ ଅତିଥି ଭବନରେ ଆଇନମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବୈଠକ | ବୈଠକରେ ଏକାମ୍ର ବିଧାୟକ, ମେୟର ଓ କର୍ପୋରେଟର ସାମିଲ | ୨ ବ୍ରାହ୍ମଣ ନିଯୋଗ, ବଡ଼ୁ ଓ ପୂଜାପଣ୍ଡା ନିଯୋଗ ସାମିଲ | ମହାଦୀପ ଉଠିବା ସମୟକୁ ନେଇ ଦ୍ବନ୍ଦ୍ବ ପରେ ବୈଠକ |