କେନ୍ଦ୍ର ବଜେଟ୍‌ରେ ଓଡ଼ିଶାର ସଡ଼କ ପ୍ରକଳ୍ପକୁ ଅନୁଦାନ । NH-57 ବିକାଶ ଲାଗି ୧୫୭ କୋଟି ୪୯ ଲକ୍ଷ ଟଙ୍କାର ଅନୁଦାନ । ଖୋର୍ଦ୍ଧା ସହରରେ ଜମି ଅଧିଗ୍ରହଣ ଓ ବାଇପାସ୍‌ ନିର୍ମାଣ ହେବ । ଏ ସଂପର୍କରେ ସୂଚନା ଦେଲେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ |

Leave a Reply

Your email address will not be published. Required fields are marked *