ଗୋରୁଗାଈଙ୍କ ଦେହରେ ଚର୍ମ ବିଣ୍ଡି ରୋଗ ହେବା ପ୍ରସଙ୍ଗ । ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ । ସକାଳ ୮ଟାରୁ ସଂଧ୍ୟା ୭ ଯାଏ ଖୋଲା ରହିବ | ଟେଲିଫୋନ୍ ନମ୍ବର ୦୬୭୧-୨୪୧୪୩୧୦, ୭୨୦୫୫୯୮୧୨୫ । ସୀମାନ୍ତ ୧୪ ଜିଲ୍ଲାର ଚାଷୀଙ୍କୁ ଏନେଇ ଅନୁରୋଧ କଲେ କୃଷି ମନ୍ତ୍ରୀ

Leave a Reply

Your email address will not be published. Required fields are marked *