କମିସନରେଟ ପୋଲିସର ଅପରେସନ ହ୍ଵାଇଟ୍ ସ୍ପାଇଡର । ରାଜଧାନୀରେ ଚଢାଉ ବେଳେ ୭ ଜଣ ଧଳାଜହର ବେପାରୀ ଗିରଫ |

କମିସନରେଟ ପୋଲିସର ଅପରେସନ ହ୍ଵାଇଟ୍ ସ୍ପାଇଡର । ରାଜଧାନୀରେ ଚଢାଉ ବେଳେ ୭ ଜଣ ଧଳାଜହର ବେପାରୀ ଗିରଫ | ଗିରଫ ଅଭିଯୁକ୍ତଙ୍କଠାରୁ ୫୭ ଗ୍ରାମ ବ୍ରାଉନସୁଗର ଜବତ । ଗଞ୍ଜେଇ ବେପାରରେ ସମ୍ପୃକ୍ତ ୪ଜଣ ବି ଗିରଫ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ହ୍ଵାଇଟ୍ ସ୍ପାଇଡର ଟିମ୍

Leave a Reply

Your email address will not be published. Required fields are marked *