- ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଆବଶ୍ୟକ ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସଚିବ ପକ୍ଷଭୁକ୍ତ । ଆବେଦନକାରୀ ହେଉଛନ୍ତି ଏବିଭିପି ରାଜ୍ୟ ସମ୍ପାଦକ |
- କଟକ ଜିଲ୍ଲା ତିଗିରିଆ ଥାନା ନୂଆସଡ଼କ ଛକରେ ଦୁର୍ଘଟଣା; ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ୪ ଜଣଙ୍କ ମୃତ୍ୟୁ