ସୁବର୍ଣ୍ଣପୁର ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣା ; IIC ସ୍ନିଗ୍ଧାରାଣୀ ସୁନା ସସ୍‌ପେଣ୍ଡ

ସୁବର୍ଣ୍ଣପୁର ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣା ; IIC ସ୍ନିଗ୍ଧାରାଣୀ ସୁନା ସସ୍‌ପେଣ୍ଡ | ନିଲମ୍ବିତ ହେଲେ ବିବାଦୀୟ ଆଇଆଇସି ସ୍ନିଗ୍ଧାରାଣୀ ସୁନା । ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ ସୁନା । ଗାଡ଼ି ଡ୍ରାଇଭରଙ୍କୁ ଗିରଫ ପରେ ଜାମିନ ମିଳିଛି ।

Leave a Reply

Your email address will not be published. Required fields are marked *