ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା, କାଲି ଅବପାତରେ ପରିଣତ ହେବା ପରେ ସଠିକ ରୂପରେଖ କହି ହେବ | କେଉଁଠି ମାଡ଼ ହେବ ଓ କେତେ ତୀବ୍ରତା ରହିବ କାଲି ସ୍ପଷ୍ଟ ହେବ | ୨ ତାରିଖ ଯାଏ ପାଗ ଅନୁକୂଳ ଅଛି ଧାନ କାଟି ଆଣିବାକୁ ଚାଷୀଙ୍କୁ ପରାମର୍ଶ ଦେଲେ IMD

Leave a Reply

Your email address will not be published. Required fields are marked *