

- ରାଜ୍ୟରେ ଅଗ୍ନିଶମ ବିଭାଗ ପାଇଁ ଲାଗୁ ହେଲା ୟୁନିଫର୍ମ ଭତ୍ତା। ଆସିଷ୍ଟାଣ୍ଡ ଫାୟାର ଅଫିସର ଓ ଷ୍ଟେସନ ଅଫିସରଙ୍କ ପାଇଁ ବାର୍ଷିକ ୫୭୦୦ ଟଙ୍କା, ଆସିଷ୍ଟାଣ୍ଡ ଷ୍ଟେସନ ଅଫିସର, ହାବିଲଦାର ମେଜର, ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭରଙ୍କ ପାଇଁ ବାର୍ଷିକ ୫୮୦୦ ଟଙ୍କା
- ପୁରୁଷୋତ୍ତମପୁର ଥାନା ଯାମୁନୀରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ମୃତ, ଜଣେ ଗୁରୁତର । ମୃତକ ହେଲେ ଯାମୁନୀର ଯୋଗେଶ ବେହେରା । ଗୁରୁତର ଅଜିତ ପାଣିଗ୍ରାହୀ ବିଶାଖାପାଟଣା ସ୍ଥାନାନ୍ତର । ଗତକାଲି ବିଳମ୍ବିତ ରାତିରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ପୁରୁଷୋତ୍ତମପୁର ଥାନା ପୋଲିସର ତଦନ୍ତ ଆରମ୍ଭ |