ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ | ରଥଯାତ୍ରା, ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ; ବ୍ୟବସ୍ଥାବଳିରେ ମୋହର | ମଙ୍ଗଳ ଆଳତି ପରେ ସ୍ନାନ ମଣ୍ଡପ ଉପରେ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ କରିବାକୁ ୩ ଘଣ୍ଟା ସମୟ ମିଳିବ | ଦର୍ଶନ ବେଳେ ମହାପ୍ରଭୁଙ୍କୁ ଭକ୍ତମାନେ ଛୁଇଁ ପାରିବେନି |

Leave a Reply

Your email address will not be published. Required fields are marked *