ପୁରୁଷୋତ୍ତମପୁର ଥାନା ଯାମୁନୀରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ମୃତ, ଜଣେ ଗୁରୁତର । ମୃତକ ହେଲେ ଯାମୁନୀର ଯୋଗେଶ ବେହେରା । ଗୁରୁତର ଅଜିତ ପାଣିଗ୍ରାହୀ ବିଶାଖାପାଟଣା ସ୍ଥାନାନ୍ତର । ଗତକାଲି ବିଳମ୍ବିତ ରାତିରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ପୁରୁଷୋତ୍ତମପୁର ଥାନା ପୋଲିସର ତଦନ୍ତ ଆରମ୍ଭ |

Leave a Reply

Your email address will not be published. Required fields are marked *