ରାଜ୍ୟରେ ଅଗ୍ନିଶମ ବିଭାଗ ପାଇଁ ଲାଗୁ ହେଲା ୟୁନିଫର୍ମ ଭତ୍ତା। ଆସିଷ୍ଟାଣ୍ଡ ଫାୟାର ଅଫିସର ଓ ଷ୍ଟେସନ ଅଫିସରଙ୍କ ପାଇଁ ବାର୍ଷିକ ୫୭୦୦ ଟଙ୍କା, ଆସିଷ୍ଟାଣ୍ଡ ଷ୍ଟେସନ ଅଫିସର, ହାବିଲଦାର ମେଜର, ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭରଙ୍କ ପାଇଁ ବାର୍ଷିକ ୫୮୦୦ ଟଙ୍କା

Leave a Reply

Your email address will not be published. Required fields are marked *