ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜିଠୁ ତାତି ଆହୁରି ବଢ଼ିବ । ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧିକ ରହିବ ତାତି । ଗ୍ରୀଷ୍ମ ପ୍ରବାହ ନେଇ ଆଗାମୀ ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା, ନୟାଗଡ଼ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ |

Leave a Reply

Your email address will not be published. Required fields are marked *