ଗାଡ଼ି ବେଗରେ ଲାଗିଲା କଟକଣା ; ଜାଣନ୍ତୁ କେଉଁ ଗାଡି କେତେ ବେଗରେ ଚଳେଇପାରିବେ

-ରାଜ୍ୟରେ ମନ ଇଚ୍ଛା ଗାଡ଼ି ଚଳାଇ ପାରିବେନି ଚାଳକ
-ବିଭିନ୍ନ ଗାଡ଼ି ପାଇଁ ନିର୍ଦ୍ଧାରିତ ହେଲା ସର୍ବୋଚ୍ଚ ବେଗ ସୀମା
-କେଉଁ ରାସ୍ତାରେ କେତେ ବେଗରେ ଗାଡ଼ି ଚଳାଇ ହେବ ଆସିଲା ତାଲିକା
-ଅଟୋ ବା ଡାଲା ଅଟୋ ପାଇଁ ୪ ଲେନ୍‌ ରାସ୍ତାରେ ସର୍ବୋଚ୍ଚ ବେଗ ୪୦ କିମି
-ଅନ୍ୟ ସବୁ ରାସ୍ତାରେ ଅଟୋ ବା ଡାଲା ଅଟୋ ପାଇଁ ସର୍ବୋଚ୍ଚ ବେଗ ୩୦ କିମି
-କାର୍‌: ୪ ବା ଅଧିକ ଲେନ୍‌ ରାସ୍ତାରେ ସର୍ବୋଚ୍ଚ ବେଗ ୧୦୦ କିମି
-କାର୍‌: ଜାତୀୟ ବା ରାଜ୍ୟ ରାଜପଥରେ ସର୍ବୋଚ୍ଚ ବେଗ ୬୦ କିମି
-କାର୍‌: ସହରାଞ୍ଚଳର ଯେକୌଣସି ରାସ୍ତାରେ ସର୍ବୋଚ୍ଚ ବେଗ ୫୦ କିମି

Leave a Reply

Your email address will not be published. Required fields are marked *