Fast News ସାଂସ୍କୃତିକ ଦୃଷ୍ଟି କୋଣରୁ ଭାରତ ଓ ନେପାଳ ଗୋଟିଏ । ନେପାଳରେ କାଶୀକୁ ସ୍ବର୍ଗପ୍ରାପ୍ତିର ଦ୍ବାର ଭାବେ ବିବେଚନା କରାଯାଏ । କାଶୀରେ ଶେଷ ନିଶ୍ବାସ ନେଲେ ସ୍ବର୍ଗପ୍ରାପ୍ତି ହୁଏ ବୋଲି ନେପାଳରେ ମାନ୍ୟତା ଥିବା କହିଲେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଅର୍ଜୁ ଦେଉବା । April 3, 2022April 3, 2022 Jayaprada samantaray 0 Comments ସାଂସ୍କୃତିକ ଦୃଷ୍ଟି କୋଣରୁ ଭାରତ ଓ ନେପାଳ ଗୋଟିଏ । ନେପାଳରେ କାଶୀକୁ ସ୍ବର୍ଗପ୍ରାପ୍ତିର ଦ୍ବାର ଭାବେ ବିବେଚନା କରାଯାଏ । କାଶୀରେ ଶେଷ ନିଶ୍ବାସ ନେଲେ ସ୍ବର୍ଗପ୍ରାପ୍ତି ହୁଏ ବୋଲି ନେପାଳରେ ମାନ୍ୟତା ଥିବା କହିଲେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଅର୍ଜୁ ଦେଉବା ।