କେନ୍ଦୁଝର ବାମେବାରୀରେ ୨୦୧୮ର ନାବାଳିକା ଗଣଦୁଷ୍କର୍ମ ମାମଲା | ୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ | ଉଭୟଙ୍କୁ ୫୫ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦେଶ | ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ମଧ୍ୟ ଆଦେଶ, ରାୟ ଶୁଣାଇଲେ କେନ୍ଦୁଝର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ

Leave a Reply

Your email address will not be published. Required fields are marked *