ପୁଣି ଶ୍ରୀଲଙ୍କାକୁ ଚାଉଳ ପଠାଇଲା ଭାରତ । SriLanka ରେ ଜାରି ଆର୍ଥିକ ସଙ୍କଟ ଭିତରେ ପୁଣି ଥରେ ସହାୟତାର ହାତ ବଢାଇଲା ଭାରତ ଚେନ୍ ଗ୍ଲୋରୀ ଜାହାଜରେ କଲମ୍ବୋକୁ ୧୧ହଜାର ମିଲିୟନ ଟନ୍ ଚାଉଳ ପଠାଇଲା ଭାରତ, ଗତ ସପ୍ତାହରେ ପଠାଇଥିଲା ୧୬ହଜାର MT ଚାଉଳ ଏହି ଯୋଗାଣ ୨ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବ: ଭାରତୀୟ ରାଷ୍ଟ୍ରଦୂତ

Leave a Reply

Your email address will not be published. Required fields are marked *