ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା

ବାଣ ଫୁଟିଲେ ଲଙ୍ଗସକୁ ଇଫେକ୍ଟ କରିବ, ସଂକ୍ରମଣ ବଢିବା-କମିବା ଡାଇନାମିକ ପ୍ରସେସରେ ଚାଲିବ ଆମେ ଏଣ୍ଡାମିକରେ ଅଛେ, ଭୁବନେଶ୍ବରରେ ପଜିଟିଭ ସ୍ଥିତି ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି, ବୁଷ୍ଟର ଡୋଜର ଆବଶ୍ୟକତା ରହିଛି, କିନ୍ତୁ ଟେକନିକାଲ କମିଟିର ଷ୍ଟଡି ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ, ଆମେ ଟ୍ରାନ୍ସମିସନ ଭଳି ପରିବେଶ ସୃଷ୍ଟି କରିବା ନାହିଁ, ଏଣ୍ଡାମିକ ଷ୍ଟେଜରେ କୋଭିଡ ରହିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର

Leave a Reply

Your email address will not be published. Required fields are marked *