ଝାରସୁଗୁଡ଼ା: ବେଲପାହାଡ଼ ଥାନା ଗୌରପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀ ମୃତ। ମୃତକଙ୍କ ପରିଚୟ ଅସ୍ପଷ୍ଟ, ବାଇକକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର୍ ହୋଇଥିବା ସୂଚନା।

Leave a Reply

Your email address will not be published. Required fields are marked *