

- ଭଦ୍ରକ ବରପଦା ନିକଟରେ ୨ ଅପରାଧୀ ପ୍ରହଲ୍ଲାଦ ସାଦ ଓ ସୁଶାନ୍ତ ମଲ୍ଲିକକୁ ଏନ୍କାଉଣ୍ଟର | ଭଦ୍ରକ ଏଟିଏମ୍ ଲୁଟ୍ ମାମଲାରେ ୨ ଅଭିଯୁକ୍ତଙ୍କ ସଂପୃକ୍ତି ସନ୍ଦେହ, ୩ଟି ବନ୍ଧୁକ ସହ ମାରଣାସ୍ତ୍ର ଜବତ
- ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଆଜି ଗୃହରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । କୋଭିଡ୍ କଟକଣାରେ ୨୬ ଦିନ ଚାଲିବ ଅଧିବେଶନ ।