ଭଦ୍ରକ ବରପଦା ନିକଟରେ ୨ ଅପରାଧୀ ପ୍ରହଲ୍ଲାଦ ସାଦ ଓ ସୁଶାନ୍ତ ମଲ୍ଲିକକୁ ଏନ୍‌କାଉଣ୍ଟର | ଭଦ୍ରକ ଏଟିଏମ୍‌ ଲୁଟ୍‌ ମାମଲାରେ ୨ ଅଭିଯୁକ୍ତଙ୍କ ସଂପୃକ୍ତି ସନ୍ଦେହ, ୩ଟି ବନ୍ଧୁକ ସହ ମାରଣାସ୍ତ୍ର ଜବତ

ଭଦ୍ରକ ବରପଦା ନିକଟରେ ୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର; ୨ ଅପରାଧୀ ପ୍ରହଲ୍ଲାଦ ସାଦ ଓ ସୁଶାନ୍ତ ମଲ୍ଲିକକୁ ଏନ୍‌କାଉଣ୍ଟର ଏନ୍‌କାଉଣ୍ଟର କଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ, ଭଦ୍ରକ ଏଟିଏମ୍‌ ଲୁଟ୍‌ ମାମଲାରେ ୨ ଅଭିଯୁକ୍ତଙ୍କ ସଂପୃକ୍ତି ସନ୍ଦେହ, ୩ଟି ବନ୍ଧୁକ ସହ ମାରଣାସ୍ତ୍ର ଜବତ

Leave a Reply

Your email address will not be published. Required fields are marked *