ଭିଜିଲାନ୍ସ ଜାଲରେ କଳାହାଣ୍ଡି ଥୁଆମୂଳ ରାମପୁର ମାର୍କେଟିଂ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ | ଜଣେ ବ୍ୟକ୍ତିଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ସୁଶାନ୍ତ | ବ୍ଲକ କାର୍ଯ୍ୟାଳୟରେ ଲାଞ୍ଚ ନେବୋବେଳେ ମାଡ଼ିବସିଲା ଭିଜିଲାନସ୍ ଟିମ୍ |

Leave a Reply

Your email address will not be published. Required fields are marked *