ଆଜି ଭୋର ସମୟରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ସାନ ହିଣ୍ଡୋଲ ମୂଷାକଟା ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ କୂଅରୁ କଲରାପତରିଆ ବାଘ ଉଦ୍ଧାର ହୋଇଛି । ଉଦ୍ଧାର ପରେ ବାଘଟିକୁ ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି ।

Leave a Reply

Your email address will not be published. Required fields are marked *