ମମିତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି କି ନାହିଁ ତାହା ତଦନ୍ତ ଚାଲିଛି, ଭବାନୀପାଟଣା ସ୍ଥାନୀୟ ଅଞ୍ଚଳରେ ୪୫ରୁ ୬୦ କିମି ଯାଏ CCTV ଯାଞ୍ଚ କରିଥଲା ପୋଲିସ, ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ହେବ, ଖୁବଶୀଘ୍ର ଚାର୍ଜସିଟ୍ କରାଯିବ, ଅଧିକ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରାଯାଇଛି, ମମିତା ମର୍ଡର ମିଷ୍ଟ୍ରି: ଉତ୍ତରାଞ୍ଚଳ DIG ଦୀପକ କୁମାରଙ୍କ ଖୁଲାସା, ଗୋବିନ୍ଦ ସାହୁ ପୂର୍ବ ଯୋଜନାବଦ୍ଧ ଭାବେ, ମମିତାଙ୍କୁ ଗତ ୮ ତାରିଖରେ କାର୍ ଭିତରେ ହତ୍ୟା କରିଛି, ହତ୍ୟା ପରେ ମୃତଦେହକୁ ପୋଡ଼ି ଷ୍ଟାଡିଅମରେ ପୋତି ଦେଇଥିଲେ ଗୋବିନ୍ଦ, ମମିତାଙ୍କ ପାଖରେ ଗୋବିନ୍ଦଙ୍କ ବିରୋଧରେ କିଛି ପ୍ରମାଣ ଥିଲା: DIG

Leave a Reply

Your email address will not be published. Required fields are marked *