ଆଜିଠୁ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା

ଆଜିଠୁ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା, କଟକଣା ସତ୍ତ୍ବେ ଭିଡ଼, ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ । ଆଜିଠାରୁ ଲାଗୁ ହୋଇଛି ସେବାୟତଙ୍କ ପାଇଁ ଡ୍ରେସକୋଡ। ପାରମ୍ପରିକ ଡ୍ରେସ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରିବାକୁ ରହିଛି କଡା ନିର୍ଦ୍ଦେଶ

Leave a Reply

Your email address will not be published. Required fields are marked *