କେନ୍ଦ୍ରାପଡ଼ା: ବାଲି ଅତଡ଼ା ଧସି ୨ ନାବାଳକଙ୍କ ମୃତ୍ୟୁ । ଦୁଇ ନାବାଳକଙ୍କ ବୟସ ୯ ଓ ୧୨ ବର୍ଷ ସୂଚନା | ସଦର ଥାନା ମଗୁରପଣ୍ଡ ପାଟଣା ଗାଁରେ ଅଭାବନୀୟ ଘଟଣା । ବାଲି ଗଦା ସ୍ଥାନରେ ଖେଳୁଥିବା ସମୟରେ ଅତଡ଼ା ଧସିବାରୁ ତଳେ ଚାପି ହୋଇଯାଇଥିଲେ ୨ ନାବାଳକ |

Leave a Reply

Your email address will not be published. Required fields are marked *