ଭୁବନେଶ୍ବର ନୀଳାଦ୍ରୀବିହାରରେ ଡେଙ୍ଗୁରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁଦର୍ଶନ ସେଠୀଙ୍କ ମୃତ୍ୟୁ | ଗତ ୩୧ ତାରିଖରେ ଚିକିତ୍ସା ପାଇଁ ସୁଦର୍ଶନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ନୀଳାଦ୍ରୀବିହାରରେ ସ୍ଥିତି ଅନୁଧ୍ୟାନ କଲେ ମେୟର ସୁଲୋଚନା ଦାସ |

ଭୁବନେଶ୍ବର ନୀଳାଦ୍ରୀବିହାରରେ ବ୍ୟାପିଲା ଡେଙ୍ଗୁ । ଡେଙ୍ଗୁରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁଦର୍ଶନ ସେଠୀଙ୍କ ମୃତ୍ୟୁ | ଗତ ୩୧ ତାରିଖରେ ଚିକିତ୍ସା ପାଇଁ ସୁଦର୍ଶନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ନୀଳାଦ୍ରୀବିହାରରେ ସ୍ଥିତି ଅନୁଧ୍ୟାନ କଲେ ମେୟର ସୁଲୋଚନା ଦାସ |

Leave a Reply

Your email address will not be published. Required fields are marked *