- ଡ୍ରଗ୍ସ ମାଫିଆ ଟକଲୁ ରାଜାର ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ
- ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ଥିବା ଅଭିଯୋଗ କରି ଆସୁଛି ବିଜେପି। ମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭାକୁ ଆସୁଥିବା ବେଳେ ଏହାକୁ ବିରୋଧ କରି ଦଳ ପକ୍ଷରୁ ଆଜି ବିଧାନସଭା ପରିସରରେ ଗୋବର ଓ ଗଙ୍ଗା ଜଳ ପକାଇ ଏହାକୁ ଶୁଦ୍ଧ କରାଯାଇଥିଲା।